ଅପରାଧ

ପାହାଡ଼ ଉପରେ ବେଆଇନୀ ଭାବେ ପଥର କାଟୁଥିବା ବେଳେ ପୋଲିସ ର ଚଢ଼ାଉ, ସାମଗ୍ରୀ ସହିତ 10 ଅଟକ

କାମାକ୍ଷାନଗର (ପ୍ରକାଶ କୁମାର ପାତ୍ର) : ଢେଙ୍କାନାଳ ସଦର ଥାନା ପୋଲିସର ବଡ ସଫଳତା । ସଦର ଥାନା ଅଞ୍ଚଳ ଘଟିପିରି ଭୁଆଷୁଣି ପାହାଡକୁ ବେଆଇନୀ ଭାବେ ବ୍ଲାଷ୍ଟିଙ୍ଗ କରି ସ୍ପଲ ପଥର କାଟୁଥିବାବେଳେ ଗତ ରାତି ପ୍ରାୟ ୩ଟା ବେଳେ ଏସପି ଙ୍କ ନିର୍ଦ୍ଦେଶରେ ସଦର ଥାନା ଅଧିକାରୀ ଦିପକ ଲେଙ୍କାଙ୍କ ଦ୍ବାରା ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଓ ଭାପୁର ଫାଣ୍ଡି ଅଧିକାରୀ ଙ୍କ ଦ୍ୱାରା ଚଢାଉ କରାଯାଇଥିଲା |

ଭୁଆଷୁଣୀ ପାହାଡରୁ ଚଢାଉ କରି ୭ଟି ଟ୍ରାକ୍ଟର, ୫ଟି କଟିଙ୍ଗ ମେସିନ, ୬ଟି ବ୍ଲାଷ୍ଟିଙ୍ଗ ମେସିନ ଏବଂ ୧୦ ଜଣ ଅଟକ ରଖି ପଚରାଉଚରା କରାଯିବା ସହିତ ୩ ଟି ଟ୍ରାକ୍ଟର ଫେରାର ହୋଇଯାଇଛି । ଦୀର୍ଘଦିନ ହେବ ବିନା ପରିମିସନ୍ ରେ ବ୍ଲାଷ୍ଟିଂ କରି ଚାଲିଥିଲା ଖଣି ଲୁଟରାଙ୍କ ଖଣିଲୁଟ ପ୍ରକ୍ରିୟା

Related posts

ସର୍ଟର ତାଲା ଭାଙ୍ଗି ଏଟିଏମ ଲୁଟିବା ହେଲା ପଣ୍ଡ

Star Odisha News

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର

Star Odisha News

ଟଙ୍କା ପାଇଁ ମହାଭାରତ

Star Odisha News

Leave a Comment