ବାଣିଜ୍ୟମନୋରଞ୍ଜନରାଜ୍ୟନିଆରା ଢଙ୍ଗରେ ପାଳନ ହେଲା ପ୍ରତିଷ୍ଠା ଦିବସ II 9 ବର୍ଷରେ ପାଦ ଥାପିଲା ମା ମଙ୍ଗଳ ସର୍ଭିସେସ II Star Odisha NewsStar Odisha NewsApril 5, 2025 by Star Odisha NewsApril 5, 20250160 ଷ୍ଟାର ଓଡିଶା ନ୍ୟୁଜ (ଭୁବନେଶ୍ୱର): ନିଆରା ଢଙ୍ଗରେ ପାଳନ ହେଲା ପ୍ରତିଷ୍ଠା ଦିବସ I 9 ବର୍ଷରେ ପାଦ ଥାପିଲା ମା ମଙ୍ଗଳ ସର୍ଭିସେସ I ଯେଉଁଠି ଅନ୍ୟ କମ୍ପାନୀ ବଡ ବଡ ଇଭେଣ୍ଟ...
ରାଜ୍ୟକିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ଉଚ୍ଚସ୍ତରୀୟ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତStar Odisha NewsFebruary 21, 2025February 21, 2025 by Star Odisha NewsFebruary 21, 2025February 21, 20250199 ଭୁବନେଶ୍ୱର:କିଟ୍ କଲେଜ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା। ରାଜ୍ୟ ଅତିଥି ଭବନରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ପ୍ରତିଷ୍ଠାତାଙ୍କୁ ଉଚ୍ଚସ୍ତରୀୟ କମିଟି ପାଖରେ ହାଜର ହେବା...
ରାଜ୍ୟନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍Star Odisha NewsFebruary 19, 2025February 19, 2025 by Star Odisha NewsFebruary 19, 2025February 19, 20250169 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଜଣେ...
ରାଜ୍ୟପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ : କୃଷ୍ଣ ଚନ୍ଦ୍ର ପାତ୍ରStar Odisha NewsFebruary 17, 2025 by Star Odisha NewsFebruary 17, 20250157 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,...
ଅପରାଧଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାରStar Odisha NewsDecember 13, 2024December 13, 2024 by Star Odisha NewsDecember 13, 2024December 13, 20240205 ଷ୍ଟାରଓଡିଶାନ୍ୟୁଜ (ଗଞ୍ଜାମ) : ଭାଉଜଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦିଅରଙ୍କୁ ବୁଗୁଡ଼ା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ଅଧୀନ ତାମ୍ବିରୀ ଗ୍ରାମର ସୀମାଞ୍ଚଳ ଗୌଡ଼। ଅଭିଯୋଗ ମୁତାବକ, ସୀମାଞ୍ଚଳ...
ରାଜ୍ୟମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବStar Odisha NewsDecember 13, 2024December 13, 2024 by Star Odisha NewsDecember 13, 2024December 13, 20240279 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର):ଗୃହରକ୍ଷୀମାନେ ପୋଲିସର ଏକ ଅଭିନ୍ନ ଅଙ୍ଗ। ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବ୍ଶୀଘ୍ର ଖାଲିଥିବା ୨୪୧୬ଟି...
ମନୋରଞ୍ଜନଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ଖୋଲାଖୋଲି ଏମିତି କହିଦେଲେ ଅମିତାଭStar Odisha NewsDecember 13, 2024December 13, 2024 by Star Odisha NewsDecember 13, 2024December 13, 20240271 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ବଚ୍ଚନ ପରିବାର ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା-ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏବେ ଏକ ଗୁଜବ ବୋଲି...
ବାଣିଜ୍ୟମନୋରଞ୍ଜନହଜାରେ କୋଟି କ୍ଲବ୍ରେ ‘ପୁଷ୍ପାStar Odisha NewsDecember 12, 2024December 12, 2024 by Star Odisha NewsDecember 12, 2024December 12, 20240239 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ରିଲିଜ୍ ହେବାର ମାତ୍ର ୬ ଦିନ ମଧ୍ୟରେ ୧ ହଜାର କୋଟି କ୍ଲବ୍ରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛି।...
ଦେଶ ବିଦେଶଉତ୍କର୍ଷ ଓଡ଼ିଶାର ପ୍ରଥମ କଣ୍ଟ୍ରି ପାର୍ଟନର ‘ସିଙ୍ଗାପୁର’: ଓଡ଼ିଶା ଆସିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରଦୂତStar Odisha NewsDecember 10, 2024 by Star Odisha NewsDecember 10, 20240218 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : ଓଡି଼ଶା ବିକାଶର ସାଥୀ ହେବ ସିଙ୍ଗାପୁର । ମେକ ଇନ ଓଡି଼ଶା-2025ର ପ୍ରଥମ କଣ୍ଟ୍ରି ପାର୍ଟନର ହେବ ସିଙ୍ଗାପୁର । ତେଣୁ ଆସନ୍ତା ଜାନୁଆରୀ ମାସରେ ଓଡି଼ଶା ଆସିବେ ସିଙ୍ଗାପୁର...
ମନୋରଞ୍ଜନଓଡ଼ିଆ ଫିଲ୍ମ ‘ପରବ’ ପ୍ରି-ରିଲିଜ ଇଭେଣ୍ଟ; ଏହି ଦିନ ଭୁବନେଶ୍ୱର-ବେଙ୍ଗାଲୁରୁ-ଚେନ୍ନାଇରେ ହେବ ଧମାକାStar Odisha NewsDecember 10, 2024December 10, 2024 by Star Odisha NewsDecember 10, 2024December 10, 20240298 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଚଳିତ ମାସରେ ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପରବ’ । ଡିସେମ୍ୱର 20ରେ ରିଲିଜ ହେବ ‘ପରବ’ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା...