ବାଣିଜ୍ୟମନୋରଞ୍ଜନରାଜ୍ୟ

ନିଆରା ଢଙ୍ଗରେ ପାଳନ ହେଲା ପ୍ରତିଷ୍ଠା ଦିବସ II 9 ବର୍ଷରେ ପାଦ ଥାପିଲା ମା ମଙ୍ଗଳ ସର୍ଭିସେସ II Star Odisha News

ଷ୍ଟାର ଓଡିଶା ନ୍ୟୁଜ (ଭୁବନେଶ୍ୱର): ନିଆରା ଢଙ୍ଗରେ ପାଳନ ହେଲା ପ୍ରତିଷ୍ଠା ଦିବସ I 9 ବର୍ଷରେ ପାଦ ଥାପିଲା ମା ମଙ୍ଗଳ ସର୍ଭିସେସ I ଯେଉଁଠି ଅନ୍ୟ କମ୍ପାନୀ ବଡ ବଡ ଇଭେଣ୍ଟ ଅର୍ଗାନାଇସ କରୁଛନ୍ତି ସେଠି ମା ମଙ୍ଗଳ ସର୍ଭିସେସ ନିଜ ପ୍ରତିଷ୍ଠା ଦିବସକୁ ଅସହାୟ ଓ ଗରିବଙ୍କ ସହ କେକ କାଟି ଓ ତାଙ୍କ ସହ କିଛି ସମୟ ବିତାଇବା ସହ ତାଙ୍କ ସହ ଖାଦ୍ୟ ପାନୀୟ କରି ପାଳନ କରିଛି I

ମା ମଙ୍ଗଳ ସର୍ଭିସେସର ଲକ୍ଷ କେମିତି ଗରିବ ଓ ଅସହାୟ ଲୋକ ଖୁସିରେ ବଞ୍ଚିପାରିବେ I ସମାଜ ସେବାରେ ନିଜକୁ ଉଶ୍ଚର୍ଗ କରିଦେଇଛନ୍ତି ମା  ମଙ୍ଗଳ ସର୍ଭିସେସର ଏମଡି ଶ୍ରୀ ସଞ୍ଜୟ କୁମାର ଦଳାଇ I

ନିଜ କର୍ମଚାରୀଙ୍କ ସହ ପରିବାର ଭଳି ବ୍ୟବହାର କରୁଥିବା କହିଛନ୍ତି ମା ମଙ୍ଗଳା ସର୍ଭିସେସର କିଛି କର୍ମଚାରୀ I ଏହି କମ୍ପାନୀରେ ଅନେକ ଯୁବତୀ ମାନେ ମଧ୍ୟ କାମ କରୁଛନ୍ତି ସେମାନେ ଏହି କମ୍ପାନୀରେ କାମ କରି ନିଜକୁ ସୁରକ୍ଷିତ ମନେ କରୁଛନ୍ତି ବୋଲି କହିଛନ୍ତି ମା ମଙ୍ଗଳା ସର୍ଭିସେସର କର୍ମଚାରୀ I ସମାଜ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ମା ମଙ୍ଗଳା ସର୍ଭିସେସ ଏମଡି ଶ୍ରୀ ସଞ୍ଜୟ କୁମାର ଦଳାଇ

ତାଙ୍କର ଏଭଳି ମନଭାବକୁ ନେଇ ଆମେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ I

Related posts

ଟଙ୍କା ପାଇଁ ମହାଭାରତ

Star Odisha News

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Star Odisha News

୨୯ ବର୍ଷ ପରେ ପରସ୍ପରଠାରୁ ଅଲଗା ହେଲେ ଏ. ଆର୍. ରେହମାନ୍ ଓ ସାଇରା ବାନୁ

Star Odisha News

Leave a Comment