ରାଜ୍ୟସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍ଡେଟ୍Star Odisha NewsNovember 23, 2024November 23, 2024 by Star Odisha NewsNovember 23, 2024November 23, 2024075 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ‘ସୁଭଦ୍ରା’ ଯୋଜନାକୁ ନେଇ ଶନିବାର ବଡ଼ ଅପ୍ଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି। ଯାଞ୍ଚ...
ଅପରାଧରାଜ୍ୟଟଙ୍କା ପାଇଁ ମହାଭାରତStar Odisha NewsNovember 23, 2024November 23, 2024 by Star Odisha NewsNovember 23, 2024November 23, 20240233 ...
ଦେଶ ବିଦେଶରାଜ୍ୟStar Odisha NewsNovember 22, 2024 by Star Odisha NewsNovember 22, 20240405 ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ ୨୦୨୪’ ର ଭବ୍ୟ ସମାରୋହରେ ଯୋଗ ଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।...
ରାଜ୍ୟଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଥିଲେ ଆସିବନି ଟଙ୍କା, ଏମିତି କରିବାକୁ ଅପିଲ୍ କଲେ ଉପମୁଖ୍ୟମନ୍ତ୍ରୀStar Odisha NewsNovember 21, 2024 by Star Odisha NewsNovember 21, 2024096 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର) : ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ...
ରାଜ୍ୟମଧୁବନ ରେସ୍ତୋରାଁ ସିଲ୍: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240129 ମଧୁବନ ରେସ୍ତୋରାଁ ସିଲ୍: ଗ୍ରାହକଙ୍କୁ ପରସୁଥିଲା ବାସି ଖାଦ୍ୟ ଷ୍ଟାରଓଡିଶାନ୍ୟୁଜ (ରାଉରକେଲା) : ସେକ୍ଟର୍-୪ରେ ଥିବା ସହରର ପ୍ରତିଷ୍ଠିତ ମଧୁବନ ରେସ୍ତୋରାଁକୁ ସିଲ୍ କରିଛି କର୍ତ୍ତୃ୍ପକ୍ଷ। ଗ୍ରାହକଙ୍କୁ ବାସି ଓ ଅସ୍ବାସ୍ଥ୍ୟକର ଖାଦ୍ୟ ପରସୁଥିବାରୁ...
ରାଜ୍ୟରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 2024098 ଷ୍ଟାରଓଡିଶାନ୍ୟୁଜ (ସମ୍ବଲପୁର) : ସମ୍ବଲପୁର ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତ...
ମନୋରଞ୍ଜନରାଜ୍ୟଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240146 ଷ୍ଟାରଓଡିଶାନ୍ୟୁଜ (କଟକ) : ଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ।ବାଲିଯାତ୍ରା ପଡ଼ିଆର ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଲାଗି ଦର୍ଶକ ଙ୍କ...
ରାଜନୀତିରାଜ୍ୟଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଶାହStar Odisha NewsNovember 21, 2024November 21, 2024 by Star Odisha NewsNovember 21, 2024November 21, 20240381 ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଡିଜିପି କନଫରେନ୍ସରେ ଯୋଗ ଦେବେ ।...