ଦେଶ ବିଦେଶବାଣିଜ୍ୟ

‘ଓଡିଆ ପାର୍ବ ୨୦୨୪’ ଉଦଯାପନୀ ସମାରୋହରେ ଯୋଗଦେଲେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଷ୍ଟାରଓଡିଶାନ୍ୟୁଜ ବ୍ୟୁରୋ : ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ‘ଓଡିଆ ପାର୍ବ ୨୦୨୪’ ଉଦଯାପନୀ ସମାରୋହରେ ଯୋଗଦେଲେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ I

ଓଡ଼ିଶାର ହସ୍ତଶିଳ୍ପ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହି ଅବସରରେ ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଦେଶ ବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।

Related posts

Star Odisha News

ମୋଦୀଙ୍କ ଫୋକସରେ ଓଡିଶା; ୩୦ ଦିନରେ ୩ ଥର ଆସିବେ ପ୍ରଧାନମନ୍ତ୍ରୀ

Star Odisha News

ଆମେରିକାରୁ ଆସିଲା ଆଦାନୀ ଲାଞ୍ଚ କାରବାର ଖବର, ସେୟାର ବଜାରରେ ହଇଚଇ

Star Odisha News

Leave a Comment