ଅପରାଧ

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

ଷ୍ଟାରଓଡିଶାନ୍ୟୁଜ (ବାଲେଶ୍ୱର): ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ ଭାଙ୍ଗି ଲୁଟି ନେଇଥିବା ଜାଣିବାକୁ ମିଳିଛଇ । ସୂଚନା ଅନୁସାରେ, ଗତକାଲି ରାତିରେ ସୋର ଥାନା ସବିରା ସ୍ଥିତ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ ହୋଇଛି । ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ଲୁଟ ସମୟର ସିସିଟିଭି ଫୁଟେଜ ଖୋଜୁଛି ସ୍ଥାନୀୟ ପୋଲିସ । 

 

 

Related posts

ଭିଡିଓ ଭାଇରାଲ କରିବା ଧମକ ଦେଇ ବର୍ଷେ ହେଲା ଭାଉଜଙ୍କୁ କରୁଥିଲେ ବଳାତ୍କାର

Star Odisha News

ପାହାଡ଼ ଉପରେ ବେଆଇନୀ ଭାବେ ପଥର କାଟୁଥିବା ବେଳେ ପୋଲିସ ର ଚଢ଼ାଉ, ସାମଗ୍ରୀ ସହିତ 10 ଅଟକ

Star Odisha News

ଓଡ଼ିଶାରେ ଝାଡ଼ଖଣ୍ଡ ଚେନ ଲୁଟେରା

Star Odisha News

Leave a Comment