ରାଜ୍ୟ

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସାରଙ୍ଗଧର ଷ୍ଟାଡିୟମ ପରିସରରେ ଉଦଘାଟିତ I

କାମାକ୍ଷାନଗର ( ପ୍ରକାଶ କୁମାର ପାତ୍ର ) : କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସାରଙ୍ଗଧର ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଯାଇଛି l

ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଯୋଗଦେଇ ଚାଷ କ୍ଷେତ୍ରରେ ଚାଷୀ ର ଉର୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ପ୍ରତ୍ୟେକ ଚାଷୀ ପାଖରେ ପହଞ୍ଚି ପାରିଲେ, ସରକାରଙ୍କ ଲକ୍ଷ୍ୟ ପୂରଣ ହେବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l

ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପାଢ଼ୀ ମେଳା ର ଉଦେଶ୍ୟ ସଂପର୍କରେ ଆଲୋକପାତ କରି ଏହି ମେଳା ମାଧ୍ୟମରେ ଚାଷୀ ଯନ୍ତ୍ରପାତିରେ ଉପଯୁକ୍ତ ସବସିଡି ପାଇ ପାରିବେ ବୋଲି ପ୍ରକାଶ କରିଥିଲେ l ଜିଲ୍ଲା ଅଧିକାରୀ ବିମ୍ବାଧର ସାହୁ ଧନ୍ୟବାଦ ଦେଇଥିଲେ l 

 

Related posts

ରାଜ୍ୟସଭା ଯିବେ ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି , ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା ଆରମ୍ଭ ହୋଇଛି I

Star Odisha News

ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ‘ନିଶୁଳ୍କ ଡାୟାଲିସିସ୍ ସେବା’ ଶୁଭାରମ୍ଭ

Star Odisha News

ଝୁମିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ

Star Odisha News

Leave a Comment